Office Name
| S. No. | Title | Description | Start Date | End Date | Download/Details |
|---|---|---|---|---|---|
| 1 | ଏନ୍.ଏ.ସି. ରେଢାଖୋଳରେ ଜଳ ଯୋଗାଣ କାର୍ଯ୍ୟ ପାଇଁ ଏକ ଟ୍ରାକ୍ଟର (କେବଳ ଇଞ୍ଜିନ, ଟ୍ରଲି ବିନା) କୁ ମାସିକ ଭଡ଼ା ଆଧାରରେ ନିଯୁକ୍ତ କରିବା ନିମନ୍ତେ ବୈଧ ଟ୍ୟାକ୍ସି ଲାଇସେନ୍ସ ଥିବା ଯାନମାଳିକମାନଙ୍କ ଠାରୁ ଦରପତ୍ର ଆହ୍ୱାନ କରାଯାଉଛି। ଏହି ଚୁକ୍ତିର ଅବଧି ୩ ବର୍ଷ, ଅର୍ଥାତ୍ ଜୁଲାଇ ୨୦୨୬ ଠାରୁ ଜୁନ ୨୦୨୯ ପର୍ଯ୍ୟନ୍ତ ରହିବ।ପତ୍ର ସଂଖ୍ୟା: ୨୦୨୪ ତାରିଖ: ୦୬/୦୬/୨୦୨୬ | ଏନ୍.ଏ.ସି. ରେଢାଖୋଳରେ ଜଳ ଯୋଗାଣ କାର୍ଯ୍ୟ ପାଇଁ ଏକ ଟ୍ରାକ୍ଟର (କେବଳ ଇଞ୍ଜିନ, ଟ୍ରଲି ବିନା) କୁ ମାସିକ ଭଡ଼ା ଆଧାରରେ ନିଯୁକ୍ତ କରିବା ନିମନ୍ତେ ବୈଧ ଟ୍ୟାକ୍ସି ଲାଇସେନ୍ସ ଥିବା ଯାନମାଳିକମାନଙ୍କ ଠାରୁ ଦରପତ୍ର ଆହ୍ୱାନ କରାଯାଉଛି। ଏହି ଚୁକ୍ତିର ଅବଧି ୩ ବର୍ଷ, ଅର୍ଥାତ୍ ଜୁଲାଇ ୨୦୨୬ ଠାରୁ ଜୁନ ୨୦୨୯ ପର୍ଯ୍ୟନ୍ତ ରହିବ।ପତ୍ର ସଂଖ୍ୟା: ୨୦୨୪ ତାରିଖ: ୦୬/୦୬/୨୦୨୬ |
08-06-2026 | 20-06-2026 -04:00 PM |
(2.82 MB) Document__1_.pdf
|