ଜିଲ୍ଲା ନିୟୋଜନ ବିନିମୟ କାର୍ଯ୍ୟାଳୟ: ସମ୍ବଲପୁର
ସମ୍ବଲପୁର ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ମୁଖ୍ୟ ଉଦେଶ୍ୟ ହେଉଛି ନିୟୋଜନ ସହାୟତା କାର୍ଯ୍ୟକ୍ରମ ଗୁଡିକର ସମନ୍ମୟ ରଖିବା ଓ ତଦାରଖ କରିବା । ଯଥା:-
- ନିଯୁକ୍ତି ନିମନ୍ତେ ଆଶାୟୀ ପ୍ରାର୍ଥୀ ମାନଙ୍କର ଅନଲାଇନ / ଅଫଲାଇନ ନାମ ପଞ୍ଜିକରଣ ।
- ବିଜ୍ଞାପିତ ଶୂନ୍ୟ ପଦବୀ ଗୁଡିକ ପାଇଁ ବିଜ୍ଞାପନ ଦ୍ଦେଇଥିବା ନିଯୁକ୍ତିଦାତାଙ୍କ ନିକଟକୁ ଉପଯୁକ୍ତ ପ୍ରାଥିଙ୍କ ନାମ ପ୍ରେରଣ କରିବା ।
- ଧନ୍ଦାମୂଳକ ଓ ପ୍ରଶିକ୍ଷ୍ୟଣ ବିଷୟରେ ବୃତ୍ତି ପରାମର୍ଶ ଓ ନିଯୁକ୍ତି ସୂଚନା ପ୍ରଦାନ କରିବା ।
- ନିଯୁକ୍ତି ବଜାରର ସୂଚନା ତ୍ରୟମାସିକ ଫର୍ମ ନମ୍ବର-୧ ଏବଂ ଫର୍ମ ନମ୍ବର-୨ୟ ମାଧ୍ୟମରେ କେନ୍ଦ୍ର ସରକାର, କେନ୍ଦ୍ର କ୍ଵାସୀ, ରାଜ୍ୟସରକାର, ରାଜ୍ୟସରକାର କ୍ଵାସୀ ତଥା ବିଜ୍ଞପିତ ପରିଷଦ ଏବଂ ଲୋକଲବଡି ମାନଙ୍କଠାରୁ ନିଯୁକ୍ତି ସମ୍ବନ୍ଧୀୟ ପିଡ଼ି ପଦବୀ ତ୍ରେମାସିକ ଏବଂ ଦ୍ଵିବାର୍ଷିକ ବିବରଣୀ ସଂଗ୍ରହ କୃ କେନ୍ଦ୍ର ସରକାରଙ୍କୁ ପ୍ରେରଣା କରିବା ।
- ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଆୟୋଜନ ପୂର୍ବକ ଆଗ୍ରହୀ ପ୍ରାର୍ଥୀ ମାନଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ଵନ୍ଧରେ ସୂଚନା ପ୍ରଦାନ ଓ ସେମାନଙ୍କର ଦରଖାସ୍ତ ସମ୍ପୃକ୍ତ ତାଲିମ ପ୍ରଦାନ ସଂସ୍ଥାକୁ ପ୍ରେରଣ ।
- ଆର୍ମି ଏବଂ ପାରାମିଲିଟାରି ସୈନ୍ୟ ନିଯୁକ୍ତି ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ ।
- ଜିଲ୍ଲାସ୍ତରୀୟ ନିଯୁକ୍ତିମେଳା ଆୟୋଜନ – ନିଯୁକ୍ତିଦାତା ଏବଂ ନିଯୁକ୍ତି ଆଶାୟୀ ମାନଙ୍କ ମଧ୍ୟରେ ଏକ ସମନ୍ୟୟ ସୃଷ୍ଟି କରିବା ଏବଂ ଯୋଗ୍ୟ ପ୍ରଥୀଙ୍କୁ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇଁ ସୁପାରିସ କରିବା ।
- ଆଦର୍ଶ ବୃତ୍ତି ପରାମର୍ଶ କେନ୍ଦ୍ର – ଉକ୍ତ କେନ୍ଦ୍ରରେ ପ୍ରାର୍ଥୀ ମାନଙ୍କୁ ବିଭିନ୍ନ ବୃତ୍ତି ସମ୍ବନ୍ଧରେ ଦିଗ ଦର୍ଶନ ଦେବା ଓ ଏନ,ସି,ଏସ ପୋର୍ଟାଲ ରେ ନାମ ପଞ୍ଜିକରଣ କରିବା ।
- ସମ୍ବଲପୁର ନଲେଜ ହବ – ସମ୍ବଲପୁର ନଲେଜ ହବ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିତ୍ଵ ମାନଙ୍କୁ ସାମିଲ ପୂର୍ବକ ସେମାନଙ୍କର ବୃତ୍ତି ସମ୍ବନ୍ଧୀୟ ଉପାଦେୟ ବକୃତମାଳା ଉପସ୍ଥିତ ପ୍ରାର୍ଥିମାନଙ୍କ ଶୀତ ଆଲୋଚନା ଓ ପ୍ରାର୍ଥୀ ମାନଙ୍କୁ ସଠିକ ବୃତ୍ତି ଚୟନରେ ଦିଗ ଦର୍ଶନ ଦେବା ।
| ବର୍ଷ | ରେଜିଷ୍ଟ୍ରିକରଣ | ଅଧିସୂଚନା | ଉପସ୍ଥାପନ | ନିଯୋଜନ | ପ୍ରତକ୍ଷ ରେଜିଷ୍ଟ୍ରିକରଣ |
|---|---|---|---|---|---|
| ୨୦୧୫ | ୬୦୬୪ | ୧୮୦ | ୧୨୩୩ | ୫୧ | ୩୧୧୭୯ |
| ୨୦୧୬ | ୫୫୦୦ | ୨୧ | ୯୮୦ | ୧୧୭ | ୨୮୬୭୪ |
| ୨୦୧୭ | ୬୧୬୭ | ୦୨ | ୧୬୦ | ୬୧ | ୨୬୧୪୯ |
୨୦୧୮
(୩୦.୦୬.୨୦୧୮ ପର୍ଯ୍ୟନ୍ତ) | ୨୦୬୪ | ୧୨୯ | ୨୪୦୪୨ |
| ବର୍ଷ | ଶିବିର ସଂଖ୍ୟା | ଭାଗ ନେଇଥିବା ପ୍ରଥିଙ୍କ ସଂଖ୍ୟା | ତାଲିମ ପାଇଁ ଚିହ୍ନଟ କରାହେଇଥିବା ପାର୍ଥୀଙ୍କ ସଂଖ୍ୟା |
|---|---|---|---|
| ୨୦୧୪-୨୦୧୫ | ୯ | ୧୨୧୦ | ୧୦୬୪ |
| ୨୦୧୫-୨୦୧୬ | ୧୨ | ୧୮୫୮ | ୧୬୨୦ |
| ୨୦୧୬-୨୦୧୭ | ୮ | ୫୧୯ | ୪୭୬ |
| ୨୦୧୭-୨୦୧୮ | ୧୦ | ୧୦୨୬ | ୮୫୭ |
| ବର୍ଷ | ନିଯୁକ୍ତି ଦାତାଙ୍କ ସଂଖ୍ୟା | ଭାଗ ନେଇଥିବା ପ୍ରଥିଙ୍କ ସଂଖ୍ୟା | ତାଲିମ ଓ ନିଯୋଜନ ପାଇଁ ମନୋନୀତ କରାହେଇଥିବା ପାର୍ଥୀଙ୍କ ସଂଖ୍ୟା |
|---|---|---|---|
| ୨୦୧୩ | ୨୩ | ୨୪୫୮ | ୨୧୬୩ |
| ୨୦୧୪ | ୧୬ | ୧୬୨୪ | ୧୧୧୦ |
| ୨୦୧୫ | ୨୧ | ୧୪୩୬ | ୧୦୫୯ |
| ୨୦୧୬ | ୨୭ | ୧୦୭୨ | ୭୭୫ |
| ୨୦୧୭ | ୨୬ | ୧୫୪୧ | ୧୨୯୭ |
| ବର୍ଷ | ଭାଗ ନେଇଥିବା ପ୍ରଥିଙ୍କ ସଂଖ୍ୟା | ମନୋନୀତ ହୋଇଥିବା ପାର୍ଥୀଙ୍କ ସଂଖ୍ୟା |
|---|---|---|
| ୨୦୧୩ | ୭୨ | ୧୮ |
| ୨୦୧୪ | ୨୮(କେବଳ ଅନସୂଚିତ ଜନଜାତି) | ୧୪ |
| ୨୦୧୫ | ୫୦ | ୧୨ |
| ୨୦୧୬ | ୫୪ | ୧୧ |
| ବର୍ଷ | ପିଆଇଏ ମାନଙ୍କ ନାମ | ବିଭିନ୍ନ ବାଣିଜ୍ୟ ର ନାମ | ଭାଗ ନେଇଥିବା ପ୍ରଥିଙ୍କ ସଂଖ୍ୟା | ମନୋନୀତ ହୋଇଥିବା ପାର୍ଥୀଙ୍କ ସଂଖ୍ୟା |
|---|---|---|---|---|
| ୨୦୧୪-୨୦୧୫ | ଏଆଇଏସଇସିଟି | କମ୍ପ୍ୟୁଟର ଟ୍ଯାଲି | ୧୪୫ | ୧୮ |
| ଅନୁଦିପ ଫାଉଣ୍ଡଡ଼େସନ | ବିପିଓ | |||
| ଏଲ ଆଣ୍ଡ ଟି | ରାଜମିସ୍ତ୍ରୀ | |||
| ସିଆଇପିଇଟି | ସିଏନସି ଚାଳକ | |||
| ଆଇଆଇଆଇଏମ | ଖୁକୁରା ବିକ୍ରି | |||
| ୨୦୧୫-୨୦୧୬ | ଅନୁଦିପ ଫାଉଣ୍ଡଡ଼େସନ | ବିପିଓ | ୧୭୩ | ୧୪ |
| ଏଆଇଏସଇସିଟି | କମ୍ପ୍ୟୁଟର ଟ୍ଯାଲି | |||
| ୨୦୧୬-୨୦୧୭ | ଏଆଇଏସଇସିଟି | କମ୍ପ୍ୟୁଟର ଟ୍ଯାଲି | ୩୭୩ | ୨୫ |
| ଏସଏସପିଏଲ କୌଶଳ | ବିପିଓ | |||
| ଇଲେକଟ୍ରିକାଲ (ଘରୋଇ) | ||||
| ବାହାନ ଚାଳକ ଏବଂ ବାହାନ ମିସ୍ତ୍ରୀ | ||||
| ଝଳେଇ ଓ ଉତ୍ପାଦନ | ||||
| ପାଇପ ମିସ୍ତ୍ରୀ | ||||
| ରେଫରିଜେତର ଓ ଏସି | ||||
| ୨୦୧୭-୨୦୧୮ | ଏସଏସପିଏଲ କୌଶଳ | ଇଲେକଟ୍ରିକାଲ (ଘରୋଇ) | ୪୭୦ | ୩୧ |
| ବାହାନ ଚାଳକ ଏବଂ ବାହାନ ମିସ୍ତ୍ରୀ | ||||
| ଆରଏମଆର | ||||
| ଏଆଇଏସଇସିଟି | କମ୍ପ୍ୟୁଟର ଟ୍ଯାଲି | |||
| ପିଏଆରଏଫଆଇ | ଅଗ୍ନିସ୍ୟାମନ ବିଶେଷଜ୍ଞ | |||
| ୨୦୧୮-୨୦୧୯ | ଏଆଇଏସଇସିଟି | କମ୍ପ୍ୟୁଟର ଟ୍ଯାଲି | ୮୩ | ୨୩ |
| ପିଏଆରଏଫଆଇ | ଅଗ୍ନିସ୍ୟାମନ ବିଶେଷଜ୍ଞ |