ସମ୍ବଲପୁର ଜିଲ୍ଲାର ଏକ ସମୃଦ୍ଧ ହସ୍ତଶିଳ୍ପ ପରମ୍ପରା ରହିଛି । ଯାହାକି ପିଢୀ ପରେ ପିଢୀ ଅଧିକରୁ ଅଧିକ ରୁଦ୍ଧିମନ୍ତ ହୋଇଛି । ହସ୍ତତନ୍ତ୍ର ଏବଂ ଟସର ଶିଳ୍କ କାର୍ଯ୍ୟ ତନ୍ମଧାରୁ ଅନ୍ଯତମ ଯାହାକି ବିଶ୍ଵବଜାର ରେ ଆଦ୍ରୁତ ଏବଂ ଚାହିଦା ସୃଷ୍ଠୀ କରି ପାରିଛି । ପୁରାତନ ପଦ୍ଧତିରେ ନୂତନ କଳାର ସମିଶ୍ରଣରେ ସମ୍ବଲପୁରୀ ହସ୍ତତନ୍ତ୍ର ଦ୍ରବ୍ଯ ନୂଆ ରୂପରେ ବିଶ୍ଵବଜାରରେ ପ୍ରବେଶ କରୁଛି । ଏହି କ୍ଷେତ୍ରରେ ତାଲିମ ଦାତ୍ତା ବୁଣାକାର ମାନେ ନୂଆ ପିଢୀର ବୁଣାକାର ମାନଙ୍କୁ ଉଚିତ ତାଲିମ ମଧ୍ୟ ପ୍ରଦାନ କରୁଛନ୍ତି । ବାଉଁଶ ଏବଂ ବେଟା କାରିଗର ମାନେ ଆବସନ, ବାସ୍କେଟ ତିଆରି କରିଥାନ୍ତି । ସ୍ଵର୍ଣଘାସ (ବେର୍ଣା)ରେ ତିଆରି ଦ୍ରବ୍ୟ ଗୁଡିକ ଅନ୍ୟନ୍ତ ସୁନ୍ଦର ହୋଇଥାଏ । ଏହା ଲାଭଦାୟକ ଏବଂ ନିଯୁକ୍ତି ସୃଷ୍ଠୀକାରୀ ମଧ୍ୟ । ପିତଳ ଏବଂ ଟେରାକୋଟାର ସୁନ୍ଦର ମୂର୍ତି ଏବଂ ଘରୋଇ ଉପକରଣ ମଧ୍ୟ ଏହି ଜିଲ୍ଲାରେ ଉତ୍ପାଦିତ ହୋଇଥାଏ ।
- ମୁଖ୍ୟ ପୃଷ୍ଠା
- ଜିଲ୍ଲା ସମ୍ବନ୍ଧରେ
- ନିର୍ଦ୍ଦେଶିକା
- ବିଭାଗ
- ପର୍ଯ୍ୟଟନ
- ଦସ୍ତାବିଜ
- ସୂଚନା
- ନିର୍ବାଚନ
- ଏଚଏଲଓ
- ଅଧିକ +
- ଜିଲ୍ଲା ଗେଜେଟିୟର
- ନିର୍ବାଚନ
- ନାଗରିକ ସେବା
- ମିଡିଆ ଗ୍ୟାଲେରୀ
- ସୂଚନା ଅଧିକାର
- ଫର୍ମ