• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : Others

ସମ୍ବଲପୁରର ସହରରୁ ୨୩ କି.ମି. ଦୂରରେ ଭଗବାନ ଶିବଙ୍କ ଏହି ବକ୍ର ମନ୍ଦିରଟି ଅବସ୍ଥିତ । ସମ୍ବଲପୁରର ପଞ୍ଚମ ରାଜା ବଳିଆର ସିଂହଙ୍କ ରାଜତ୍ଵ କାଳରେ ଏହି ମନ୍ଦିରଟି ନିର୍ମାଣ କରଯାଇଥିଲା । ‘ବିମଲେଶ୍ଵର’ ବାବଙ୍କ ଦର୍ଶନ ସମେତ ସନ୍ନିକଟସ୍ଥ ମହାନଦୀରେ ଥିବା ଏକ ବିଶେଷ ଧରଣର ମାଛ ‘କୁଡ଼ୋ’ ଏହି ସ୍ଥାନ ର ଆକର୍ଷଣ ର କେନ୍ଦ୍ରବିନ୍ଦୁ ।

ବିମାନ ମାର୍ଗରେ
ନିକଟତମ ବିମାନବନ୍ଦର – ସ୍ଵାମୀ ଆନ୍ତର୍ଜାତୀୟ ବିବେକାନନ୍ଦ ବିମାନବନ୍ଦର, ରାୟପୂର (୨୬୫ କି.ମି.) ଏବଂ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର (୩୦୦କି.ମି) । ଶିଳ୍ପ ସହର ଝାରସୁଗୁଡା (୫୦ କି.ମି.) ରେ ଏକ ନୂଆ ବିମାନ ବନ୍ଦର ନିର୍ମାଣଧୀନ ଅବସ୍ଥାରେ ଅଛି । ସମ୍ବଲପୁରସ୍ଥିତ ଜମାଦାରପାଲି (୧୦

ସଡ଼କ ପଥରେ
ସମ୍ବଲପୁର କିଂବା ମାନେଶ୍ବର ସ୍ଟେଶନ ରୁ ଯାତ୍ରା ଆରମ୍ଭ କାଲେ ସୁବର୍ଣ୍ଣପୁର-ସମ୍ବଲପୁର ରୋଡ ଦେଇ ମହାନଦୀ କୂଳେ ଥିବା ହୁମା ଗ୍ରାମ କୁ ପହଞ୍ଚିବାକୁ ପଡେ । ଏହି ଗ୍ରାମ ନିକଟେରେ ହି ଶିବ ଭଗବାନଙ୍କ ବକ୍ର ମନ୍ଦିର ଅବସ୍ଥିତ । ସମ୍ବଲପୁରରୁ ହୁମା ମନ୍ଦିରର ଦୂରତା ୨୫ କି. ମି. ।

ରେଳଗାଡ଼ିରେ
ନିକଟତମ ରେଳ ସ୍ଟେଶନ ହେଉଛି ମାନେଶ୍ବର । ଯାହା ହୁମା ମନ୍ଦିରରୁ ୨୫ କି.ମି. ଦୂରରେ ଅଛି।

ହୁମା ମନ୍ଦିର , ହୁମା ମନ୍ଦିର , ହୁମା ମନ୍ଦିର