• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : Others

ମହାନଦୀ କୂଳରେ ସମ୍ବଲପୁର ରୁ ମାତ୍ର ୧୫  କି.ମି ଦୂରରେ ଅବସ୍ଥିତ ବିଶ୍ଵର ସବୁଠାରୁ ବଡ ମାଟିରେ ତିଆରି ନଦୀବନ୍ଧ । ଏହାର  କ୍ଷେତ୍ରଫଳ ୧୩୩୦୯୦  ବର୍ଗ କି.ମି, ଯାହା ଶ୍ରୀଲଙ୍କାର କ୍ଷେତ୍ରଫଳର ଦୁଇ ଗୁଣରୁ ବି ଅଧିକ  ।  ହୀରାକୁଦ ନଦୀବନ୍ଧ ରେ ବ୍ୟବହାର କରାଯାଇଥିବା ମାଟି, ସିମେଣ୍ଟ ଓ କଂକ୍ରିଟ  ସାମଗ୍ରୀ, କାଶ୍ମୀର ଠାରୁ କନ୍ୟାକୁମାରୀ ଏବଂ ପଞ୍ଜାବଠୁ ଆସାମ ଯାଏଁ ୮  ମିଟର ଓସାର ରା ରାସ୍ତା ତିଆରି କରିବାକୁ ପର୍ଯ୍ୟାପ୍ତ । ଏହି ନଦୀବନ୍ଧ ଦ୍ଵାରା ସୃଠ ଜଳାଶୟ ଏସିଆର ସର୍ବ ବୃହତ କୁତ୍ରିମ ସରୋବର, ଯାହାର କ୍ଷେତ୍ରଫଳ ୭୪୬  ବର୍ଗ କି.ମି. । ୨୧ କି. ମି. ଦୀର୍ଘ ଏହି ବନ୍ଧର କୂଳେ କୂଳେ ଯାତ୍ରା କଲେ ପ୍ରକୃତିର ଶାନ୍ତ ଓ ପ୍ରଭାବଶାଳୀ ଅନୁଭୂତି ପ୍ରାପ୍ତ ହୋଇଥାଏ ।   ହୀରାକୁଦ ନଦୀବନ୍ଧ ର ଗାନ୍ଧୀ ମିନାର ଓ ଜବାହାର ମିନାର ରୁ  ହୀରାକୁଦ ଜଳାଶୟର ଅଦ୍ଭୁତ ଦୃଶ୍ୟ ଓ ବ୍ୟାପକତା  ଦେଖାଯାଏ ।

ବିମାନ ମାର୍ଗରେ
ନିକଟତମ ବିମାନବନ୍ଦର – ସ୍ଵାମୀ ଆନ୍ତର୍ଜାତୀୟ ବିବେକାନନ୍ଦ ବିମାନବନ୍ଦର, ରାୟପୂର (୨୬୫ କି.ମି.) ଏବଂ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର (୩୦୦କି.ମି) । ଶିଳ୍ପ ସହର ଝାରସୁଗୁଡା (୫୦ କି.ମି.) ରେ ଏକ ନୂଆ ବିମାନ ବନ୍ଦର ନିର୍ମାଣଧୀନ ଅବସ୍ଥାରେ ଅଛି । ସମ୍ବଲପୁରସ୍ଥିତ ଜମାଦାରପାଲି (୧୦

ସଡ଼କ ପଥରେ
ମୁମ୍ବାଇ ଠାରୁ କୋଲକାତା ଜାତୀୟ ରାଜପଥ ନଂ ୬ ପଥରେ ସମ୍ବଲପୁର ସହର ଅବସ୍ଥିତ । ଜାତୀୟ ରାଜପଥ ନଂ ୪୨ ମାଧ୍ୟମରେ ଭୁବନେଶ୍ବରକୁ ସଂଯୋଗ କରୁଛି ଏହି ସହର । ସହରରେ ଦୁଇଟି ମୁଖ୍ୟ ବସଷ୍ଟାଣ୍ଡ ରହିଛି । ସରକାରୀ ବସଷ୍ଟାଣ୍ଡ ଲକ୍ଷ୍ମୀ ଟକୀଜ ଛକରେ ଥିବା ବେଳେ ସହରଠାରୁ ୩ କି.ମି. ଦୂରରେ ବେସରକାରୀ ବସଷ୍ଟାଣ୍ଡ ଅଇଣ୍ଠ

ରେଳଗାଡ଼ିରେ
ସମ୍ବଲପୁର ରେ ପୂର୍ବତଟ ରେଳବାଇ ଡିଭିଜନର ଏକ ମୁଖ୍ୟ କାର୍ଯ୍ୟାଳୟ ଅବସ୍ଥିତ । ସମ୍ବଲପୁରରେ ୪ ଟି ରେଳ ଷ୍ଟେସନ ରହିଛି । ସେଗୁଡିକ ହେଲା ସମ୍ବଲପୁର (କ୍ଷେତରାଜପୁର) , ସମ୍ବଲପୁର ରୋଡ (ଫାଟକ), ହୀରାକୁଦ ଏବଂ ସମ୍ବଲପୁର ସିଟି ଷ୍ଟେସନ । ଭାରତର ଅନେକ ପ୍ରମୁଖ ସହରକୁ ପ୍ରତ୍ୟହ ରେଳ ଗମନାଗମନ ଏହି ସବୁ ଷ୍ଟେସନ

ହୀରାକୁଦ ନଦୀବନ୍ଧ , ହୀରାକୁଦ ନଦୀବନ୍ଧ , ହୀରାକୁଦ ନଦୀବନ୍ଧ , ହୀରାକୁଦ ନଦୀବନ୍ଧ , ହୀରାକୁଦ ନଦୀବନ୍ଧ , ହୀରାକୁଦ ନଦୀବନ୍ଧ , ହୀରାକୁଦ ନଦୀବନ୍ଧ , ହୀରାକୁଦ ନଦୀବନ୍ଧ