| S. No. | Title | Description | Start Date | End Date | Download/Details |
|---|---|---|---|---|---|
| 1 | ନିବିଦା ସୂଚନା ସଂଖ୍ୟା F&E/RKL/୦୧୭ (OFFLINE)/1F, ତାରିଖ ୦୪.୦୬.୨୦୨୬ ଅନୁଯାୟୀ, ରେଢାଖୋଲ ବନ ବିଭାଗ ପାଇଁ ଏକ ସମନ୍ୱିତ ନର୍ସରୀ ପରିଚାଳନା ପ୍ରଣାଳୀ (ୱେବ୍ ଏବଂ ମୋବାଇଲ୍ ଆଧାରିତ) ଏବଂ ଏକ ବନ ପରିଚାଳନା ପ୍ରଣାଳୀ ସହ GIS ଡ୍ୟାଶବୋର୍ଡ ଓ କ୍ଷେତ୍ରସ୍ତରୀୟ ମୋବାଇଲ୍ ଆପ୍ଲିକେଶନ୍ର ରୂପରେଖା ପ୍ରସ୍ତୁତି (Design), ବିକାଶ (Development), ପ୍ରଶିକ୍ଷଣ (Training) ଏବଂ ରକ୍ଷଣାବେକ୍ଷଣ (Maintenance) କାର୍ଯ୍ୟ ସମ୍ପାଦନ ପାଇଁ ଯୋଗ୍ୟ ଏବଂ ଅଭିଜ୍ଞ ସଂସ୍ଥା/ଏଜେନ୍ସିମାନଙ୍କ ଠାରୁ ସିଲ୍ବନ୍ଦ ନିବିଦା ଆହ୍ୱାନ କରାଯାଉଛି | ନିବିଦା ସୂଚନା ସଂଖ୍ୟା F&E/RKL/୦୧୭ (OFFLINE)/1F, ତାରିଖ ୦୪.୦୬.୨୦୨୬ ଅନୁଯାୟୀ, ରେଢାଖୋଲ ବନ ବିଭାଗ ପାଇଁ ଏକ ସମନ୍ୱିତ ନର୍ସରୀ ପରିଚାଳନା ପ୍ରଣାଳୀ (ୱେବ୍ ଏବଂ ମୋବାଇଲ୍ ଆଧାରିତ) ଏବଂ ଏକ ବନ ପରିଚାଳନା ପ୍ରଣାଳୀ ସହ GIS ଡ୍ୟାଶବୋର୍ଡ ଓ କ୍ଷେତ୍ରସ୍ତରୀୟ ମୋବାଇଲ୍ ଆପ୍ଲିକେଶନ୍ର ରୂପରେଖା ପ୍ରସ୍ତୁତି (Design), ବିକାଶ (Development), ପ୍ରଶିକ୍ଷଣ (Training) ଏବଂ ରକ୍ଷଣାବେକ୍ଷଣ (Maintenance) କାର୍ଯ୍ୟ ସମ୍ପାଦନ ପାଇଁ ଯୋଗ୍ୟ ଏବଂ ଅଭିଜ୍ଞ ସଂସ୍ଥା/ଏଜେନ୍ସିମାନଙ୍କ ଠାରୁ ସିଲ୍ବନ୍ଦ ନିବିଦା ଆହ୍ୱାନ କରାଯାଉଛି |
04-06-2026 | 24-06-2026 -05:00 PM |
(714.29 KB) GIS tender forwarding .pdf
|
- ମୁଖ୍ୟ ପୃଷ୍ଠା
- ଜିଲ୍ଲା ସମ୍ବନ୍ଧରେ
- ନିର୍ଦ୍ଦେଶିକା
- ବିଭାଗ
- ପର୍ଯ୍ୟଟନ
- ଦସ୍ତାବିଜ
- ସୂଚନା
- ନିର୍ବାଚନ
- ଏଚଏଲଓ
- ଅଧିକ +
- ଜିଲ୍ଲା ଗେଜେଟିୟର
- ନିର୍ବାଚନ
- ନାଗରିକ ସେବା
- ମିଡିଆ ଗ୍ୟାଲେରୀ
- ସୂଚନା ଅଧିକାର
- ଫର୍ମ